'ସାହିତ୍ୟ ଚର୍ଚ୍ଚା' ଏକ ମାସିକ ସାହିତ୍ୟ ପତ୍ରିକା। ଅନେକ ଗଳ୍ପ, ପ୍ରବନ୍ଧ, ସମାଲୋଚନା, ବ୍ୟଙ୍ଗ, ରମ୍ୟରଚନା, ସାକ୍ଷାତକାର ଓ କବିତା ଆଦି ପର୍ଯ୍ୟାୟର ଲେଖାରେ ଏହା ସମୃଦ୍ଧ। ପତ୍ରିକାର ଏପ୍ରିଲ, ୨୦୨୨ ମାସର ସଂଖ୍ୟାଟି ଏଠାରେ ଆପଣମାନଙ୍କ ନିମନ୍ତେ ଏଠାରେ ଉପଲବ୍ଧ।
ବିନୀତ
ସଂପାଦକ
Editor at Sahitya Charcha